ପୁଅ ପାଇଁ ବନ୍ଧା ପଡ଼ିଲା ଶଙ୍ଖା ସିନ୍ଦୂର

<p>କେତେ ଠାକୁରଙ୍କୁ ଡାକି ପୁଅଟିଏ ପାଇଥିଲେ। ହେଲେ ପୁଅକୁ ଦେଖିଦେଲେ ପେଟ ଭିତରୁ ତାଙ୍କର ଉତୁରି ଆସୁଛି କୋହ । ଆଖିରୁ ବହି ଯାଉଛି ଧାର ଧାର ଲୁହ। 6 ବର୍ଷର ପୁତ୍ରର ଜୀବନ ବଞ୍ଚାଇବା ପାଇ ନିଜ ଶଙ୍ଖା ସିନ୍ଦୂରକୁ ବନ୍ଧା ପକେଇ ଦେଇଛନ୍ତି ମା ।</p>

Ordigital Desk
  • Published: Thursday, 06 January 2022
  • Updated: 06 January 2022, 12:39 AM IST

Sports

Latest News

<p>କେତେ ଠାକୁରଙ୍କୁ ଡାକି ପୁଅଟିଏ ପାଇଥିଲେ। ହେଲେ ପୁଅକୁ ଦେଖିଦେଲେ ପେଟ ଭିତରୁ ତାଙ୍କର ଉତୁରି ଆସୁଛି କୋହ । ଆଖିରୁ ବହି ଯାଉଛି ଧାର ଧାର ଲୁହ। 6 ବର୍ଷର ପୁତ୍ରର ଜୀବନ ବଞ୍ଚାଇବା ପାଇ ନିଜ ଶଙ୍ଖା ସିନ୍ଦୂରକୁ ବନ୍ଧା ପକେଇ ଦେଇଛନ୍ତି ମା ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos