ମାଡି ଆସିଲେ ଛାର ଖାର କରିଦେଲେ

<p>ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଲୁହାପଡ଼l ଗ୍ରାମ ପାଖରେଥିବା ମନାକସା ଜଙ୍ଗଲ ରେ 65 ଟି ହାତୀ ଦିନ 3 ଦିନ ଧରି ଦିନରାତି ଉପଦ୍ରବ କରୁଛନ୍ତି।। ବାରମ୍ବାର ଗାଆଁ ଭିତରକୁ ପଶି ବିଭିନ୍ନ ଘର ଭାଙ୍ଗିବା ସହିତ ଅମଳ ଧାନ ନଷ୍ଟ କରୁଛନ୍ତି । ଗତ ତିନି ଦିନ ହେଲା 25ଟି ଝାଡ଼ଖଣ୍ଡି ହାତୀ ଆସି କଲମା ପଂଚାୟତର ଆମ୍ବତୁମ୍ବା ଜଙ୍ଗଲରେ ରହି ସ୍ଥାନୀୟ ଅଞ୍ଚଳରେ କ୍ଷତି କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗର ଧୂମସାହି ରୁ 40ଟି ହାତୀ ଆସି ଖୁଆର୍ଡ ପଂଚାୟତର କେନ୍ଦୁଖୁଣ୍ଟା ଓ ପାରୁଳିୟା ସାହିରେ 15ଟି ଘର ଭାଙ୍ଗିଥିବା ବେଳେ ବହୁ ଲୋକଙ୍କ ଅମଳ ହେଇଥିବା ଧାନ ଖାଇ ଦେଇଛି।</p>

Ordigital Desk
  • Published: Monday, 10 January 2022
  • Updated: 10 January 2022, 03:31 PM IST

Sports

Latest News

<p>ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଲୁହାପଡ଼l ଗ୍ରାମ ପାଖରେଥିବା ମନାକସା ଜଙ୍ଗଲ ରେ 65 ଟି ହାତୀ ଦିନ 3 ଦିନ ଧରି ଦିନରାତି ଉପଦ୍ରବ କରୁଛନ୍ତି।। ବାରମ୍ବାର ଗାଆଁ ଭିତରକୁ ପଶି ବିଭିନ୍ନ ଘର ଭାଙ୍ଗିବା ସହିତ ଅମଳ ଧାନ ନଷ୍ଟ କରୁଛନ୍ତି । ଗତ ତିନି ଦିନ ହେଲା 25ଟି ଝାଡ଼ଖଣ୍ଡି ହାତୀ ଆସି କଲମା ପଂଚାୟତର ଆମ୍ବତୁମ୍ବା ଜଙ୍ଗଲରେ ରହି ସ୍ଥାନୀୟ ଅଞ୍ଚଳରେ କ୍ଷତି କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗର ଧୂମସାହି ରୁ 40ଟି ହାତୀ ଆସି ଖୁଆର୍ଡ ପଂଚାୟତର କେନ୍ଦୁଖୁଣ୍ଟା ଓ ପାରୁଳିୟା ସାହିରେ 15ଟି ଘର ଭାଙ୍ଗିଥିବା ବେଳେ ବହୁ ଲୋକଙ୍କ ଅମଳ ହେଇଥିବା ଧାନ ଖାଇ ଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos