ମା’ କୋଳକୁ ଫେରି ଆସିଲା ହଜିଲା ପୁଅ

<p>ଖେଳୁଥିବାବେଳେ କୁନି ପୁଅକୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ। ଧମକ ଦେଇଥିଲେ ୧୦ ଲକ୍ଷ ଟଙ୍କା ଦେବାକୁ। ନିଖୋଜର ୫ ଘଣ୍ଟା ପରେ ଚାଲି ଚାଲି ଘରକୁ ଫେରି ଆସିଛି କୁନି ପୁଅ। ଘଟଣା ଘଟିଛି ବରଗଡ ଜିଲ୍ଲାରେ।</p>

Ordigital Desk
  • Published: Monday, 03 January 2022
  • Updated: 03 January 2022, 06:03 PM IST

Sports

Latest News

<p>ଖେଳୁଥିବାବେଳେ କୁନି ପୁଅକୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ। ଧମକ ଦେଇଥିଲେ ୧୦ ଲକ୍ଷ ଟଙ୍କା ଦେବାକୁ। ନିଖୋଜର ୫ ଘଣ୍ଟା ପରେ ଚାଲି ଚାଲି ଘରକୁ ଫେରି ଆସିଛି କୁନି ପୁଅ। ଘଟଣା ଘଟିଛି ବରଗଡ ଜିଲ୍ଲାରେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos