ବିଳମ୍ବିତ ରାତିରେ ଛାତିଥରା ……

<p>ବୃନ୍ଦାଗଡି ଛକ ଠାରେ ଯାତ୍ରୀବାହୀ ବସ ଦୁର୍ଘଟଣା! ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୃନ୍ଦାଗଡି ଛକ ଠାରେ ଆଜି ବିଳମ୍ବିତ ରାତି ରେ ଘଟିଛି ଦୁର୍ଘଟଣା! ସାଇ ଶଙ୍କର ନାମକ ଏକ ଯାତ୍ରୀବାହୀ ବସ ସାରଶକଣା ରୁ ଉଦଳା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବୃନ୍ଦାଗଡି ଛକ ଠାରେ ଏକ ବାଇକ କୁ ଧକ୍କା ଦେଇ ଏକ ଦୋକାନ ରେ ପିଟି ହୋଇଥଲା! ଫଳ ରେ ବସ ର ଥିବା ଡ୍ରାଇଭର ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଥିଲେ</p>

Ordigital Desk
  • Published: Monday, 14 February 2022
  • Updated: 14 February 2022, 05:09 PM IST

Sports

Latest News

<p>ବୃନ୍ଦାଗଡି ଛକ ଠାରେ ଯାତ୍ରୀବାହୀ ବସ ଦୁର୍ଘଟଣା! ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୃନ୍ଦାଗଡି ଛକ ଠାରେ ଆଜି ବିଳମ୍ବିତ ରାତି ରେ ଘଟିଛି ଦୁର୍ଘଟଣା! ସାଇ ଶଙ୍କର ନାମକ ଏକ ଯାତ୍ରୀବାହୀ ବସ ସାରଶକଣା ରୁ ଉଦଳା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବୃନ୍ଦାଗଡି ଛକ ଠାରେ ଏକ ବାଇକ କୁ ଧକ୍କା ଦେଇ ଏକ ଦୋକାନ ରେ ପିଟି ହୋଇଥଲା! ଫଳ ରେ ବସ ର ଥିବା ଡ୍ରାଇଭର ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଥିଲେ</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos