ରାଜ୍ୟସଭାର ୮୩ ଅଧିକାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ବେଳେ ରାଜ୍ୟସଭାର ୮୩ ସରକାରୀ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏହି ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଷ୍ଟ୍ରପତି। ଦେଶର ରାଜଧାନୀ ଦିଲ୍ଲୀ କରୋନା ଭାଇରସର ହଟସ୍ପଟ ରହିଛି। ଆଗାମୀ ଦିନରେ ସଂସଦରେ ଏହା ମାରାତ୍ମକ ହୋଇପାରେ ଆଶଙ୍କା କରି ରାଜ୍ୟସଭାକୁ ଆଠ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏ […]

rajyasabha

rajyasabha

Subhransu Sekhar
  • Published: Friday, 25 September 2020
  • Updated: 25 September 2020, 10:01 AM IST

Sports

Latest News

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ବେଳେ ରାଜ୍ୟସଭାର ୮୩ ସରକାରୀ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏହି ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଷ୍ଟ୍ରପତି। ଦେଶର ରାଜଧାନୀ ଦିଲ୍ଲୀ କରୋନା ଭାଇରସର ହଟସ୍ପଟ ରହିଛି। ଆଗାମୀ ଦିନରେ ସଂସଦରେ ଏହା ମାରାତ୍ମକ ହୋଇପାରେ ଆଶଙ୍କା କରି ରାଜ୍ୟସଭାକୁ ଆଠ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି।

୮୩ ଅଧିକାରୀ ବ୍ୟତୀତ କିଛି ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେଣୁ ବୁଧବାର ସଦନର ଉଭୟ ଗୃହକୁ ସ୍ଥଗିତ ରଖଯାଇଛି।

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କରୋନାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ଅନେକ ପ୍ରୋଟୋକଲ କରାଯାଇଥିଲା। ସାମାଜିକ ଦୂରତା ପାଖରୁ ଆରମ୍ଭ କରି, ସଂସଦରେ ସାଂସଦଙ୍କ ଆସନ ଆଗରେ କାଚ ବ୍ୟବସ୍ଥା କରାଯାଇଥିଲା। ସତର୍କତା ସତ୍ତ୍ୱେ ସଂସଦ ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ଏବଂ ପ୍ରହ୍ଲାଦ ପଟେଲଙ୍କ ସମେତ ୩୦ ରୁ ଅଧିକ ସାଂସଦ କରୋନା ପଡିଟିଭ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story