ଆଇପିଏଲ୍ ବେଟିଂ: ୩ ଗିରଫ

କେନ୍ଦୁଝର: କେନ୍ଦୁଝରରେ ଆଇପିଏଲ୍ ବେଟିଂ ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ତାରିଣୀ ମନ୍ଦିର ନିକଟରୁ ବଡ଼ବିଲ ପୋଲିସ ଗିରଫ କରିଛି । ସେମାନଙ୍କ ପାଖରୁ ୨,୪୦,୦୦୦ ଟଙ୍କା ଓ ୭ଟି ମୋବାଇଲ ପୋଲିସ୍‌ ଜବତ କରିଛି।

ipl

ipl

Rakesh Mallick
  • Published: Monday, 22 May 2017
  • Updated: 22 May 2017, 10:04 AM IST

କେନ୍ଦୁଝର: କେନ୍ଦୁଝରରେ ଆଇପିଏଲ୍ ବେଟିଂ ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ତାରିଣୀ ମନ୍ଦିର ନିକଟରୁ ବଡ଼ବିଲ ପୋଲିସ ଗିରଫ କରିଛି । ସେମାନଙ୍କ ପାଖରୁ ୨,୪୦,୦୦୦ ଟଙ୍କା ଓ ୭ଟି ମୋବାଇଲ ପୋଲିସ୍‌ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos