ଆଇପିଏଲ୍ ବେଟିଂ: ୩ ଗିରଫ

କେନ୍ଦୁଝର: କେନ୍ଦୁଝରରେ ଆଇପିଏଲ୍ ବେଟିଂ ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ତାରିଣୀ ମନ୍ଦିର ନିକଟରୁ ବଡ଼ବିଲ ପୋଲିସ ଗିରଫ କରିଛି । ସେମାନଙ୍କ ପାଖରୁ ୨,୪୦,୦୦୦ ଟଙ୍କା ଓ ୭ଟି ମୋବାଇଲ ପୋଲିସ୍‌ ଜବତ କରିଛି।