ଚାରି ହାଇୱେ ଲୁଟେରା ଗିରଫ, ୬୩ଟି ମୋବାଇଲ୍ ଜବତ

ଭୁବନେଶ୍ୱର: ଚାରି ଜଣ କୁଖ୍ୟାତ ହାଇୱେ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ସେମାନଙ୍କ ମଧ୍ୟରୁ ୨ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଦୁଇଟି ବାଇକ୍ ସହ ୬୩ଟି ଦାମୀ ମୋବାଇଲ୍ ଜବତ କରାଯାଇଛି। ଖଣ୍ଡଗିରି ପୋଲିସ୍‌ ଦ୍ୱାରା ଡୁମୁଡୁମା ସରକନ୍ତରା ଅଞ୍ଚଳରୁ ଧରାପଡ଼ିଥିବା ଏହି ଲୁଟେରାମାନେ ହେଲେ ବିଶ୍ୱେଶର ଷଡ଼ଙ୍ଗୀ,କୀର୍ତ୍ତେଶ୍ୱର ଷଡ଼ଙ୍ଗୀ, ଆଶିଷ କୁମାର ପ୍ରଧାନ ଓ ଜ୍ଞାନରଞ୍ଜନ ବାରିକ। ସେମାନେ ସମସ୍ତେ ଖଣ୍ଡଗିରି ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାଁରେ […]

aaa

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 02:22 PM IST

ଭୁବନେଶ୍ୱର: ଚାରି ଜଣ କୁଖ୍ୟାତ ହାଇୱେ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ସେମାନଙ୍କ ମଧ୍ୟରୁ ୨ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଦୁଇଟି ବାଇକ୍ ସହ ୬୩ଟି ଦାମୀ ମୋବାଇଲ୍ ଜବତ କରାଯାଇଛି।

ଖଣ୍ଡଗିରି ପୋଲିସ୍‌ ଦ୍ୱାରା ଡୁମୁଡୁମା ସରକନ୍ତରା ଅଞ୍ଚଳରୁ ଧରାପଡ଼ିଥିବା ଏହି ଲୁଟେରାମାନେ ହେଲେ ବିଶ୍ୱେଶର ଷଡ଼ଙ୍ଗୀ,କୀର୍ତ୍ତେଶ୍ୱର ଷଡ଼ଙ୍ଗୀ, ଆଶିଷ କୁମାର ପ୍ରଧାନ ଓ ଜ୍ଞାନରଞ୍ଜନ ବାରିକ। ସେମାନେ ସମସ୍ତେ ଖଣ୍ଡଗିରି ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାଁରେ ଅନେକ ମାମଲା ରହିଛି।

Related story