ରାଉରକେଲା: ୪ ପିଏଲଏଫଆଇ ସଦସ୍ୟ ଗିରଫ

ରାଉରକେଲା: ରାଉରକେଲା ପୋଲିସ ୪ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ଟି ପିସ୍ତଲ, ଗୁଳି ଓ ମୋଟର ସାଇକେଲ୍ ଜବତ ହୋଇଛି।  ଏମାନଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ ବୀରମିତ୍ରପୁର ଓ ଅନ୍ୟ ଦୁଇ ଜଣ ଝାଡ଼ଖଣ୍ଡ କୋଲାବିରାର। ସପ୍ତାହେ ତଳେ ମାଣ୍ଡିଆକୁଦାରେ ହୋଇଥିବା ପେଟ୍ରୋଲ୍ ପମ୍ପ ଡକାୟତି ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ। ଏମାନଙ୍କ ନାଁରେ ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାରେ ବିଭିନ୍ନ ଡକାୟତି ମାମଲା ରହିଛି। ୩ଟି ସ୍ୱାର୍ଡ ଗଠନ କରି ତଦନ୍ତ କରୁଛି […]

giraf

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 08:17 AM IST

ରାଉରକେଲା: ରାଉରକେଲା ପୋଲିସ ୪ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ଟି ପିସ୍ତଲ, ଗୁଳି ଓ ମୋଟର ସାଇକେଲ୍ ଜବତ ହୋଇଛି।  ଏମାନଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ ବୀରମିତ୍ରପୁର ଓ ଅନ୍ୟ ଦୁଇ ଜଣ ଝାଡ଼ଖଣ୍ଡ କୋଲାବିରାର। ସପ୍ତାହେ ତଳେ ମାଣ୍ଡିଆକୁଦାରେ ହୋଇଥିବା ପେଟ୍ରୋଲ୍ ପମ୍ପ ଡକାୟତି ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ। ଏମାନଙ୍କ ନାଁରେ ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାରେ ବିଭିନ୍ନ ଡକାୟତି ମାମଲା ରହିଛି। ୩ଟି ସ୍ୱାର୍ଡ ଗଠନ କରି ତଦନ୍ତ କରୁଛି ପୋଲିସ୍।

Related story