ସାପ ବିଷ କରୁଛି ମାଲାମାଲ; ୭୦ କୋଟି ଟଙ୍କାର ବିଷ ଜବତ, ଦୁଇ ଗିରଫ

ନୂଆଦିଲ୍ଲୀ: ବିହାର ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର  ବତ୍ତାସୀ ଓ ପାନୀଟଙ୍କୀ ମଧ୍ୟରୁ ପୋଲିସ୍ ଦୁଇ ସାପ ବିଷ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୦ କୋଟି ଟଙ୍କାର ସାପ ବିଷ ଜବତ କରାଯାଇଛି। ଏହି ଦୁଇ ମାଫିଆ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ପୂର୍ବ ସୂଚନା ମୁତାବକ ପୋଲିସ୍ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ଦୁଇଟି ଜାର ଭର୍ତ୍ତି ସାପ ବିଷ ଜବତ କରାଯାଇଥିଲା। ଗୋଟିଏ ଜାର୍‌ରେ ତରଳ ସାପ ବିଷ […]

snake

snake

Rakesh Mallick
  • Published: Friday, 26 May 2017
  • Updated: 26 May 2017, 08:59 AM IST

Sports

Latest News

ନୂଆଦିଲ୍ଲୀ: ବିହାର ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର  ବତ୍ତାସୀ ଓ ପାନୀଟଙ୍କୀ ମଧ୍ୟରୁ ପୋଲିସ୍ ଦୁଇ ସାପ ବିଷ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୦ କୋଟି ଟଙ୍କାର ସାପ ବିଷ ଜବତ କରାଯାଇଛି।

ଏହି ଦୁଇ ମାଫିଆ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ପୂର୍ବ ସୂଚନା ମୁତାବକ ପୋଲିସ୍ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ଦୁଇଟି ଜାର ଭର୍ତ୍ତି ସାପ ବିଷ ଜବତ କରାଯାଇଥିଲା। ଗୋଟିଏ ଜାର୍‌ରେ ତରଳ ସାପ ବିଷ ଥିଲା। ଅନ୍ୟ ଏକ ଜାରରେ କଠିନ ସାପ ବିଷ ଥିଲା।

ଗତ ୮ ମାସ ମଧ୍ୟରେ ପୋଲିସ୍ ୨୫୦ କୋଟି ଟଙ୍କାର ସାପ ବିଷ ଜବତ କରି ସାରିଲାଣି।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story