ନୀଳଗିରି: ଅବକାରୀ ଚଢାଉ, ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ବରହମପୁରରେ କଟକ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ମଦ ବିକ୍ରି କରୁଥିବା ଅଭିଯୋଗରେ ପ୍ରଭାତ ରଞ୍ଜନ ବେହେରାକୁ ଗିରଫ କରାଯାଇଛି। ପ୍ରଭାତ ନିଜ ଘରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅବକାରୀ ସ୍କ୍ୱାର୍ଡ ସକାଳେ ପ୍ରଭାତର ଘରେ ଚଢାଉ କରିଥିଲା।

mada

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 02:24 PM IST

Related story