ଆନନ୍ଦପୁର: ମଦ ପିଇବାକୁ ନେଇ ଜଣଙ୍କୁ ହତ୍ୟା

ଆନନ୍ଦପୁର: ଆନନ୍ଦପୁର ବାମ୍ବିଡି ଗାଁ ଗୋଡିସାହିଠାରେ ମଦ ପିଇବାକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଇନ୍ଦ୍ରମଣି ନିଇକ। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ବାବୁଲି ଫେରାର ହୋଇ ଯାଇଛି। ମଦ ପିଇବାକୁ ନେଇ ଇନ୍ଦ୍ରମଣି ଏବଂ ବାବୁଲି ମଧ୍ୟରେ ବଚସା ହୋଇଥିଲା। ପରେ ଏହା ହାତାହାତିର ରୂପ ନେଇଥିଲା। ବାବୁଲିର ଆକ୍ରମଣରେ ଗୁରୁତର ଇନ୍ଦ୍ରମଣିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ […]

anandapur

anandapur

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 08:45 AM IST

Sports

Latest News

ଆନନ୍ଦପୁର: ଆନନ୍ଦପୁର ବାମ୍ବିଡି ଗାଁ ଗୋଡିସାହିଠାରେ ମଦ ପିଇବାକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଇନ୍ଦ୍ରମଣି ନିଇକ। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ବାବୁଲି ଫେରାର ହୋଇ ଯାଇଛି।

ମଦ ପିଇବାକୁ ନେଇ ଇନ୍ଦ୍ରମଣି ଏବଂ ବାବୁଲି ମଧ୍ୟରେ ବଚସା ହୋଇଥିଲା। ପରେ ଏହା ହାତାହାତିର ରୂପ ନେଇଥିଲା। ବାବୁଲିର ଆକ୍ରମଣରେ ଗୁରୁତର ଇନ୍ଦ୍ରମଣିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୁଖ୍ୟ ଅଭିଯୁକ୍ତ ଶୀଘ୍ର ଗିରଫ କରିବା ସହ ଗାଁରୁ ମଦ ଦୋକାନ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story