ଆରଡ଼ି ଆଖଣ୍ଡଳମଣି ମନ୍ଦିର ହୁଣ୍ଡିରୁ ଚୋରି ଘଟଣା: ଦୁଇ ମନ୍ଦିର କର୍ମଚାରୀଙ୍କ ସମେତ ତିନି ଗିରଫ

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିର ହୁଣ୍ଡିରୁ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଧୁଷୁରୀ ପୋଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମନ୍ଦିର କର୍ମଚାରୀ ଅଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ସୁନା ନାଗ ଓ ୧୨ ହଜାର ଟଙ୍କା ଜବତ କରାଯାଇଛି। ଗତ ଗୁରୁବାର ମନ୍ଦିରର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘଟଣାରେ ମନ୍ଦିରର ୨ ଜଣ ରାତ୍ର ଜଗୁଆଳିଙ୍କ ବିରୋଧରେ ଏତଲା ଦିଆଯାଇଥିଲା।

bhradrak cori

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 05:01 AM IST

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିର ହୁଣ୍ଡିରୁ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଧୁଷୁରୀ ପୋଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମନ୍ଦିର କର୍ମଚାରୀ ଅଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ସୁନା ନାଗ ଓ ୧୨ ହଜାର ଟଙ୍କା ଜବତ କରାଯାଇଛି।

ଗତ ଗୁରୁବାର ମନ୍ଦିରର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା।

ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘଟଣାରେ ମନ୍ଦିରର ୨ ଜଣ ରାତ୍ର ଜଗୁଆଳିଙ୍କ ବିରୋଧରେ ଏତଲା ଦିଆଯାଇଥିଲା।

Related story