ଆସିକା: ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ନାହାକ ଆହତ

ଆସିକା: ଆସିକା ଚାରିମାଇଲ୍ ଛକରେ ପୋଲିସ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପପରାଧୀ ବୁଲୁ ନାହାକ ଆହତ ହୋଇଛି। ଅପରାଧୀ ବୁଲୁ ନାହାକ ବାଳକୃଷ୍ଣ ପାତ୍ର ଓ ଗଣେଷ ବିଷୋୟୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା।  ତା’ ଗୋଡରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁରସ୍ଥିତ ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପୋଲିସ୍ ଗୋଟିଏ ପିସ୍ତଲ ଜବତ କରିଥିବା ଜଣାପଡ଼ିଛି।    

aska-encounter

Rakesh Mallick
  • Published: Wednesday, 23 December 2015
  • , Updated: 23 December 2015, 03:53 AM IST

ଆସିକା: ଆସିକା ଚାରିମାଇଲ୍ ଛକରେ ପୋଲିସ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପପରାଧୀ ବୁଲୁ ନାହାକ ଆହତ ହୋଇଛି। ଅପରାଧୀ ବୁଲୁ ନାହାକ ବାଳକୃଷ୍ଣ ପାତ୍ର ଓ ଗଣେଷ ବିଷୋୟୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା।  ତା’ ଗୋଡରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁରସ୍ଥିତ ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ପୋଲିସ୍ ଗୋଟିଏ ପିସ୍ତଲ ଜବତ କରିଥିବା ଜଣାପଡ଼ିଛି।

 

 

Related story