ଆୟକର ଫାଙ୍କି ଅଭିଯୋଗ: ସମ୍ୱଲପୁରର ସଞ୍ଜୀବନୀ ହସ୍ପିଟାଲରେ ଚଢ଼ାଉ

ସମ୍ୱଲପୁର: ଆୟକର ଫାଙ୍କି ଅଭିଯୋଗରେ ବୁଧବାର ସମ୍ୱଲପୁର ରୋଡରେ ଥିବା ସଞ୍ଜୀବନୀ ହସ୍ପିଟାଲ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ବିଭାଗର ଏହି ଟିମ୍ ହସ୍ପିଟାଲରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଆଜି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭାଗର ୫ ଜଣିଆ ଟିମ୍ ଯାଞ୍ଚ କରିଥିଲେ। ତେବେ ଏ ନେଇ ସମ୍ପୃକ୍ତ ହସ୍ପିଟାଲର ମାଲିକ କି ଆୟକର ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

sanjibani-sambalpur

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 04:36 PM IST

Related story