ବଲାଙ୍ଗିର: ୧୨ଲକ୍ଷ ୭୫ ହଜାର ଟଙ୍କା ଜବତ

ବଲାଙ୍ଗିର: ବଲାଙ୍ଗିରର ସଇଁତଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁରୁ ପୋଲିସ୍‌ ଗତକାଲି ବିଳମ୍ବିତ ରାତିରୁ ୧୨,୭୫,୦୦୦ ଟଙ୍କାର ନୋଟ୍‌ ଜବତ କରିଛି। ଜବତ ଟଙ୍କା ମଧ୍ୟରେ ପୁରୁଣା ୫୦୦ ଟଙ୍କା ଓ ୨୪୦ଟି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। କ୍ଷୀରସାଗର ବାଗ୍‌ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ  କରି ପୋଲିସ୍‌ ଏସବୁ ଟଙ୍କାକୁ ଜବତ କରିଛି। ଟଙ୍କାଗୁଡ଼ିକ ଦାଦନ ଚାଲାଣ ପାଇଁ ରଖାଯାଇଥିବା ବଲାଙ୍ଗିର ଏସପି ଆଶିଷ ସିଂହ କହିଛନ୍ତି।

note

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 02:00 PM IST

ବଲାଙ୍ଗିର: ବଲାଙ୍ଗିରର ସଇଁତଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁରୁ ପୋଲିସ୍‌ ଗତକାଲି ବିଳମ୍ବିତ ରାତିରୁ ୧୨,୭୫,୦୦୦ ଟଙ୍କାର ନୋଟ୍‌ ଜବତ କରିଛି। ଜବତ ଟଙ୍କା ମଧ୍ୟରେ ପୁରୁଣା ୫୦୦ ଟଙ୍କା ଓ ୨୪୦ଟି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। କ୍ଷୀରସାଗର ବାଗ୍‌ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ  କରି ପୋଲିସ୍‌ ଏସବୁ ଟଙ୍କାକୁ ଜବତ କରିଛି।

ଟଙ୍କାଗୁଡ଼ିକ ଦାଦନ ଚାଲାଣ ପାଇଁ ରଖାଯାଇଥିବା ବଲାଙ୍ଗିର ଏସପି ଆଶିଷ ସିଂହ କହିଛନ୍ତି।

Related story