ଘରୁ ବାହାରିଲା ହଜାରେ ଲିଟରରୁ ଅଧିକ କିରୋସିନି: ଘର ମାଲିକ ଫେରାର୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଜାମୁଝାଡ଼ି ଝାଟିଆମାଳ ଛକ ନିକଟରେ ଥିବା ୩ଟି ଘରୁ ହଜାରେ ଲିଟରରୁ ଅଧିକ ଚୋରା କିରୋସିନି ଜବତ ହୋଇଛି।  ଚୋରା କିରୋସିନି କାରବାର ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସ୍ଥାନୀୟ ଲୋକେ ସେହି ୩ଟି ଘରେ ପଶି କିରୋସିନି ଜବତ କରିଛନ୍ତି । ସିମୁଳିଆ ଥାନା ଅଧିକାରୀ ସେଠାରେ ପହଞ୍ଚି କିରୋସିନି ତେଲ ଜାର୍ ଓ ପାଇପ ଆଦି ଜବତ କରିଛି। ଏହି […]

balasora

balasora

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 11:23 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଜାମୁଝାଡ଼ି ଝାଟିଆମାଳ ଛକ ନିକଟରେ ଥିବା ୩ଟି ଘରୁ ହଜାରେ ଲିଟରରୁ ଅଧିକ ଚୋରା କିରୋସିନି ଜବତ ହୋଇଛି।  ଚୋରା କିରୋସିନି କାରବାର ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସ୍ଥାନୀୟ ଲୋକେ ସେହି ୩ଟି ଘରେ ପଶି କିରୋସିନି ଜବତ କରିଛନ୍ତି ।

ସିମୁଳିଆ ଥାନା ଅଧିକାରୀ ସେଠାରେ ପହଞ୍ଚି କିରୋସିନି ତେଲ ଜାର୍ ଓ ପାଇପ ଆଦି ଜବତ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ଘର ମାଲିକ ଫେରାର୍ ଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story