ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନାରେ ପୋଡ଼ାଜଳା

ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଗାଁର ୪ ବର୍ଷର ଶିଶୁ ପୀୟୁଷ ଜୈନଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ଲୋକେ ଥାନାରେ ପୋଡାଜଳା କରିଥିଲେ। ଏପରିକି ଥାନା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଗତ ୮ ତାରିଖରେ ମେଲଛାମୁଣ୍ଡା ଗାଁର ୪ ବର୍ଷର ଶିଶୁ ପୀୟୁଷ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଗତକାଲି ବଲଙ୍ଗା ଡେରା ନିକଟସ୍ଥ ବିଲରୁ ପୀୟୁଷଙ୍କ ମୃତଦେହ ଉଦ୍ଧାର କରିଥିଲା। ପୀୟୁଷଙ୍କୁ ହତ୍ୟା […]

baragada thana ra podajala

baragada thana ra podajala

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 06:45 PM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଗାଁର ୪ ବର୍ଷର ଶିଶୁ ପୀୟୁଷ ଜୈନଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ଲୋକେ ଥାନାରେ ପୋଡାଜଳା କରିଥିଲେ। ଏପରିକି ଥାନା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଗତ ୮ ତାରିଖରେ ମେଲଛାମୁଣ୍ଡା ଗାଁର ୪ ବର୍ଷର ଶିଶୁ ପୀୟୁଷ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଗତକାଲି ବଲଙ୍ଗା ଡେରା ନିକଟସ୍ଥ ବିଲରୁ ପୀୟୁଷଙ୍କ ମୃତଦେହ ଉଦ୍ଧାର କରିଥିଲା।

ପୀୟୁଷଙ୍କୁ ହତ୍ୟା କାରାଯାଇଥିବା ଅଭିଯୋଗ ଆଣି ପରିବାର ଲୋକେ ଗତକାଲି ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ। ଏସ୍‌ପିଙ୍କ ପ୍ରତିଶ୍ରୁତି ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଆଜି ସୁଦ୍ଧା ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିପାରିନଥିଲା। ଏହାର ପ୍ରତିବାଦରେ ଗାଁ ଲୋକେ ଆଜି ରାସ୍ତାରୋକ କରିବା ସହିତ ଥାନାରେ ପୋଡାଜଳା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story