ବରଗଡ଼: ଚଣା ବିକାଳିଙ୍କୁ ହତ୍ୟା ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦେବାହାଲ୍-ବୁଦେଲପାଲି ରାସ୍ତାରେ ଜଣେ ଚଣାବିକାଳିଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ପିଣ୍ଟୁ ରାଉତ। ତାଙ୍କ ଘର ବୁଦେଲପାଲିରେ। ପିଣ୍ଟୁ ପ୍ରତିଦିନ ଦେବାହାଲ ଓ ଏହାର ଆଖପାଖ ଅଞ୍ଚଳରେ ଚଣା ଓ ଝାଲ୍‌ମୁଢ଼ି ବିକ୍ରି କରୁଥିଲେ। ଗତକାଲି ରାତିରେ ସେ ବେପାର ସାରି ଦେବାହାଲରୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି। ବରଗଡ଼ […]

deadbody

deadbody

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 05:44 PM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦେବାହାଲ୍-ବୁଦେଲପାଲି ରାସ୍ତାରେ ଜଣେ ଚଣାବିକାଳିଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ପିଣ୍ଟୁ ରାଉତ। ତାଙ୍କ ଘର ବୁଦେଲପାଲିରେ।

ପିଣ୍ଟୁ ପ୍ରତିଦିନ ଦେବାହାଲ ଓ ଏହାର ଆଖପାଖ ଅଞ୍ଚଳରେ ଚଣା ଓ ଝାଲ୍‌ମୁଢ଼ି ବିକ୍ରି କରୁଥିଲେ। ଗତକାଲି ରାତିରେ ସେ ବେପାର ସାରି ଦେବାହାଲରୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି।

ବରଗଡ଼ ଏସ୍‌ଡିପିଓ ସୁରେଶ କୁମାର ନାୟକ ଓ ଅତାବିରା ଆଇଆଇସି ବିଭୂତି ଭୂଷଣ ଭୋଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos