ବରଗଡ଼: ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ବରଗଡ଼: ଗତ ୨୦ ତାରିଖ ରାତିରୁ ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ କଣ୍ଡପଲା ଗାଁରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ଆଜି ସେଠାକାର ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ କଣ୍ଡପଲା ଗାଁର ତୁଲାରାମ ସେଠ୍‌ଙ୍କ ସ୍ତ୍ରୀ ସତ୍ୟଭାମା (୨୬)। ଗତ ୨୦ ତାରିଖ ରାତିରୁ ସେ ନିଜର ୩ ବର୍ଷର ପୁଅ ସୁଦାମ ସହିତ ନିଖୋଜ ହୋଇଯାଇଥିଲେ। ଏନେଇ ତୁଲାରାମ ଗ୍ରାମବାସୀଙ୍କୁ ଜଣାଇଥିଲେ। ବହୁତ ଖୋଜାଖୋଜି କରିବା ପରେ ତା’ପର […]

deadbody

deadbody

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 05:33 PM IST

ବରଗଡ଼: ଗତ ୨୦ ତାରିଖ ରାତିରୁ ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ କଣ୍ଡପଲା ଗାଁରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ଆଜି ସେଠାକାର ଏକ ପୋଖରୀରୁ ଉଦ୍ଧାର କରାଯାଇଛି।

ମୃତ ମହିଳା ହେଲେ କଣ୍ଡପଲା ଗାଁର ତୁଲାରାମ ସେଠ୍‌ଙ୍କ ସ୍ତ୍ରୀ ସତ୍ୟଭାମା (୨୬)। ଗତ ୨୦ ତାରିଖ ରାତିରୁ ସେ ନିଜର ୩ ବର୍ଷର ପୁଅ ସୁଦାମ ସହିତ ନିଖୋଜ ହୋଇଯାଇଥିଲେ। ଏନେଇ ତୁଲାରାମ ଗ୍ରାମବାସୀଙ୍କୁ ଜଣାଇଥିଲେ। ବହୁତ ଖୋଜାଖୋଜି କରିବା ପରେ ତା’ପର ଦିନ ଅର୍ଥାତ ୨୧ ତାରିଖ ଭୋରରେ ଗାଁ ପୋଖରୀରୁ ସୁଦାମର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଅମ୍ବାଭନା ପୋଲିସ୍ ଶିଶୁପୁତ୍ରର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଚଳାଇଥିଲା। ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯିବାର ଦୁଇ ଦିନ ପରେ ଆଜି ସତ୍ୟଭାମାଙ୍କ ମୃତଦେହକୁ ସେହି ପୋଖରୀରୁ ଉଦ୍ଧାର କରାଯାଇଛି। ବରଗଡ଼ ସରକାରୀ ଡାକ୍ତରଖାନାରେ ତାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି କହିଛନ୍ତି ବରଗଡ଼ ଏସ୍‌ଡିପିଓ ସୁରେଶ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story