ବ୍ରହ୍ମପୁର: ବିଜେଡି କର୍ମୀଙ୍କୁ ଗୁଳିମାଡ

ବ୍ରହ୍ମପୁର: ଧରାକୋଟ ବ୍ଲକ ମୁଣ୍ଡମରେଇ ବଜାରରେ ଆଜି ଜଗନ୍ନାଥ ପାତ୍ର ନାମକ ଜଣେ ବିଜେଡି କର୍ମୀଙ୍କୁ ଅଜଣା ଦୁର୍ବୃତ୍ତ ଗୁଳି ମାରି ଫେରାର ହୋଇଯାଇଛି। ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

firing

Rakesh Mallick
  • Published: Saturday, 11 February 2017
  • , Updated: 11 February 2017, 11:01 PM IST

Related story