ଭୁବନେଶ୍ୱର ବିମାନବନ୍ଦରରୁ ୩ କେଜି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ସିଆଇଏସ୍‌ଏଫ୍‌ ଯବାନମାନେ ମୁମ୍ୱାଇରୁ ଆସୁଥିବା ସୁନା ବ୍ୟବସାୟୀ ଭୀମରାଜ ଦେୱାସୀଙ୍କଠାରୁ ଆଜି ୩ କେଜି ସୁନା ଜବତ କରି ଆୟକର ବିଭାଗକୁ ହସ୍ତନ୍ତର କରିଛନ୍ତି। ଜବତ ସୁନାର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ। ଏହି ସୁନା କଟକ ଇପାରି ସଦାଶିବ ଗହଣା ଦୋକାନ ପାଇଁ ଭୀମସେନ୍‌ ଆଣିଥିବା ଜଣାପଡ଼ିଛି।

gold-bullion

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 10:00 PM IST

Related story