ବିରଳ ପ୍ରଜାତିର ୧୫ଟି ଗୁଣ୍ଡୁରି ଚଢେଇ ଜବତ, ୩ଜଣ ଅଟକ

ଭୁବନେଶ୍ୱର: ପଟିଆ ରେଳଷ୍ଟେସନ ଅଞ୍ଚଳରେ ଯାଯାବର ସଂପ୍ରଦାୟ ଲୋକଙ୍କ ଉପରେ ବନ ବିଭାଗର ଚଢଉ କରି ବିରଳ ପ୍ରଜାତିର ୧୫ଟି ଜୀବନ୍ତ ଓ ଗୋଟିଏ ମୃତ ଗୁଣ୍ଡୁରି ଚଢେଇ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି। ଛତିଶଗଡରୁ ଏହିସବୁ  ଚଢେଇକୁ ଅଣାଯାଇଥିବା ଜଣାପଡ଼ିଛି। ଚଢ଼େଇ ସହ ୧୫ଟି ପଂଜୁରି ଓ ଦୁଇଟି ଜାଲ ମଧ୍ୟ ବନ ବିଭାଗ ଜବତ କରିଛି । ଏହି ପ୍ରଜାତିର ଚଢେଇ ସିଡ୍ୟୁଲ ୪ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଭାରତରେ ଅଧିକ ଏହାର […]

bird

bird

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 10:01 PM IST

Sports

Latest News

ଭୁବନେଶ୍ୱର: ପଟିଆ ରେଳଷ୍ଟେସନ ଅଞ୍ଚଳରେ ଯାଯାବର ସଂପ୍ରଦାୟ ଲୋକଙ୍କ ଉପରେ ବନ ବିଭାଗର ଚଢଉ କରି ବିରଳ ପ୍ରଜାତିର ୧୫ଟି ଜୀବନ୍ତ ଓ ଗୋଟିଏ ମୃତ ଗୁଣ୍ଡୁରି ଚଢେଇ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି। ଛତିଶଗଡରୁ ଏହିସବୁ  ଚଢେଇକୁ ଅଣାଯାଇଥିବା ଜଣାପଡ଼ିଛି।

ଚଢ଼େଇ ସହ ୧୫ଟି ପଂଜୁରି ଓ ଦୁଇଟି ଜାଲ ମଧ୍ୟ ବନ ବିଭାଗ ଜବତ କରିଛି । ଏହି ପ୍ରଜାତିର ଚଢେଇ ସିଡ୍ୟୁଲ ୪ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଭାରତରେ ଅଧିକ ଏହାର ଶିକାର କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story