ଭଦ୍ରକ: ଭୁବନେଶ୍ୱର ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟରେ ଚାକିରି କରାଇ ଦେବାକୁ କହି ଜାଲ ନିଯୁକ୍ତିପତ୍ର ଦେଇ ଯୁବତୀଙ୍କୁ ଠକୁଥିବା ଜଣେ ଶିକ୍ଷକ ନେତାଙ୍କୁ ଭଦ୍ରକ ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ଶିକ୍ଷକ ନେତା ଜଣଙ୍କ ହେଲେ ଉତ୍ତମ ଦାସ। ଠାକାମୀରେ ଶିକାର ହୋଇଥିବା ଅର୍ଚ୍ଚନା ଖୁଣ୍ଟିଆଙ୍କ ଅଭିଯୋଗ କ୍ରମେ ପୋଲିସ୍ ୨୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଶିକ୍ଷକ ନେତା ଜଣକ ଶିକ୍ଷିତ ଯୁବତୀଙ୍କୁ ସଚିବାଳୟ ନେଇ ସେଠାରେ ଜାଲ ନିଯୁକ୍ତି ପତ୍ର ଦେଉଥିଲେ। ଏଥିପାଇଁ ପ୍ରତ୍ୟକ ଯୁବତୀଙ୍କ ପାଖରୁ ସେ ୨ରୁ ୩ ଲକ୍ଷ ଲେଖାଏଁ ଟଙ୍କା ନେଉଥିଲେ। ବର୍ତ୍ତମାନ ସୁଦ୍ଧା ୩ ଜଣ ଯୁବତୀ ଏହି ଠକାମୀର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରିକି ଶିକ୍ଷକ ନେତା ଜଣକ କେତେକ ଯୁବତୀଙ୍କୁ ଦେଇଥିବା ବ୍ଲାଂକ ଚେକ୍ ମଧ୍ୟ ବାଉନ୍ସ ହୋଇଥିବା ଅଭିଯୋଗ ହୋଇଛି।
ଏହାଛଡ଼ା ଏହି ଶିକ୍ଷକ ନେତାଙ୍କ ବିରୋଧରେ ଅନ୍ୟ ଜିଲ୍ଲାରେ ମଧ୍ୟ ଗୁରୁତର ଅଭିଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।