ଭୁବନେଶ୍ୱରର ନୂଆ ଜଗନ୍ନାଥ ରୋଡ୍ ଲିଙ୍ଗିପୁର ନିକଟରେ ଆଜି ମର୍ଣ୍ଣିଂ ୱାକ୍ ବେଳେ କଟୁରୀରେ ହାଣି ଚାରି ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଓ ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ୍ ତନାଘନ ଆରମ୍ଭ କରିଛି।
ଦୁର୍ବୃତ୍ତମାନେ ବାଇକ୍ରେ ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।