ଭିଜିଲାନ୍ସ ଜାଲରେ ଆଉ ଜଣେ ଡିଏଫଓ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଡିଏଫ୍‌ଓ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଇଞ୍ଜିନିୟର ଇନ୍ ଚିଫ୍ ସିଭିଲ୍ ବିଭାଗର ଡିଏଫ୍‌ଓ ମହାଦେବ ବଡ଼ାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।  ଭୁବନେଶ୍ୱର ଓ ରାଉରକେଲା ସମେତ ୬ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି।    

dfo

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 06:19 PM IST

Related story