ଭୁବନେଶ୍ୱରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଡୁମ୍‌ଡୁମା ଅଞ୍ଚଳରେ ଆଜି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ବେକରେ ଆଘାତ ଲାଗିଛି। ତାଙ୍କ ନାଁ ତନୁଜା କୁମାରୀ ନାୟକ (୨୯)। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଛୁରା ମାଡ଼ କରିଥିବା ଯୁବକଙ୍କ ନାଁ ମାନସ ବୋଲି ତନୁଜାଙ୍କ ଭାଇ ଦେବାଶିଷ କହିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା […]

attack on women

attack on women

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 09:16 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଡୁମ୍‌ଡୁମା ଅଞ୍ଚଳରେ ଆଜି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ବେକରେ ଆଘାତ ଲାଗିଛି। ତାଙ୍କ ନାଁ ତନୁଜା କୁମାରୀ ନାୟକ (୨୯)। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଛୁରା ମାଡ଼ କରିଥିବା ଯୁବକଙ୍କ ନାଁ ମାନସ ବୋଲି ତନୁଜାଙ୍କ ଭାଇ ଦେବାଶିଷ କହିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ତନୁଜାଙ୍କ ପରିବାର ପକ୍ଷରୁ ଥାନାରେ ଏଫ୍‌ଆଇଆର୍ ଦିଆଯାଇ ନ ଥିଲା।

ସେ କହିଛନ୍ତି,“ଆମେ ଆଜି ଭୋର୍ ପ୍ରାୟ ୫ଟା ୨୦ ବେଳେ ଝାଡ଼ଖଣ୍ଡ ଅଭିମୁଖେ ବାହାରି ଥିଲୁ।  ଘରୁ ବାହାରି ଜାତୀୟ ରାଜପଥ ଉପରକୁ ଆସିବା ବେଳେକୁ ଡୁମ୍‌ଡୁମା ନିକଟରେ ମାନସ ବାଇକ୍ ଧରି ଛିଡ଼ା ହୋଇଥିଲା। କାର୍‌ର ଝରକା ଖୋଲା ଥିଲା। ମୁଁ ଗାଡ଼ିକୁ ସାଇଡ୍ କରିବାକୁ ସ୍ଲୋ କରୁଥିବା ବେଳେ ସେ ହଠାତ୍ ଆସି ଦିଦିକୁ ଆକ୍ରମଣ କରିଥିଲା।”

ଦେବାଶିଷ କହିଛନ୍ତି,“ମାନସକୁ ଆମେ ଭଲ ଭାବେ ଚିହ୍ନିଛି। ତାଙ୍କଠାରୁ ଆମେ ଏଠି ଜମି କିଣିଛୁ। ସେ ଆମ ଘରକୁ ମଧ୍ୟ ଆସେ। ତେବେ ସେ କାହିଁକି ଏମିତି କଲା ଆମେ ଜାଣିନୁ।”

ଜମିଜମା ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story