ବନ୍ୟପ୍ରାଣୀ ଅଙ୍ଗଚାଲାଣ ରାକେଟ ପର୍ଦ୍ଦାଫାସ୍‌: ଧରାପଡ଼ିଲା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ବନ୍ୟପ୍ରାଣୀ ଅଙ୍ଗଚାଲାଣ ରାକେଟର ପର୍ଦ୍ଦାଫାସ୍ ହୋଇଛି। ଧରାପଡ଼ିଲା ଓଡ଼ିଶାରେ ରହି ରାକେଟ ଚଳାଉଥିବା ମାଷ୍ଟରମାଇଣ୍ଡ ଚିନ୍ତନ ଯୋଷୀ। ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଓ କ୍ରାଇମବ୍ରାଞ୍ଚର ମିଳିତ ଭାବେ ଚଢ଼ାଉ କରି ଯୋଷୀଠାରୁ ୪୦୦ରୁ ଅଧିକ ସଂଖ୍ୟକ ଗୋଧିର ଅଙ୍ଗପ୍ରତ୍ୟଙ୍ଗ ଜବତ କରିଛି। ହାତାଯୋଡି ଡଟକମ ନାଁରେ ଅନଲାଇନରେ ହେଉଥିଲା ଏଭଳି କାରବାର। ଓଡିଶାରୁ ଅହମଦାବାଦ ପର୍ଯ୍ୟନ୍ତ ଲମ୍ବିଥିଲା ଏହି ରାକେଟର ଚେର। ୩୦୦ରୁ ୧୫,୦୦୦ ଟଙ୍କା ଯାଏଁ ବିକ୍ରି ହେଉଥିଲା ଗୋଧିର ଅଙ୍ଗପ୍ରତ୍ୟଙ୍ଗ। କେନ୍ଦ୍ର ସରକାରଙ୍କ […]

seaze

seaze

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 10:42 PM IST

ଭୁବନେଶ୍ୱର: ବନ୍ୟପ୍ରାଣୀ ଅଙ୍ଗଚାଲାଣ ରାକେଟର ପର୍ଦ୍ଦାଫାସ୍ ହୋଇଛି। ଧରାପଡ଼ିଲା ଓଡ଼ିଶାରେ ରହି ରାକେଟ ଚଳାଉଥିବା ମାଷ୍ଟରମାଇଣ୍ଡ ଚିନ୍ତନ ଯୋଷୀ। ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଓ କ୍ରାଇମବ୍ରାଞ୍ଚର ମିଳିତ ଭାବେ ଚଢ଼ାଉ କରି ଯୋଷୀଠାରୁ ୪୦୦ରୁ ଅଧିକ ସଂଖ୍ୟକ ଗୋଧିର ଅଙ୍ଗପ୍ରତ୍ୟଙ୍ଗ ଜବତ କରିଛି।

ହାତାଯୋଡି ଡଟକମ ନାଁରେ ଅନଲାଇନରେ ହେଉଥିଲା ଏଭଳି କାରବାର। ଓଡିଶାରୁ ଅହମଦାବାଦ ପର୍ଯ୍ୟନ୍ତ ଲମ୍ବିଥିଲା ଏହି ରାକେଟର ଚେର। ୩୦୦ରୁ ୧୫,୦୦୦ ଟଙ୍କା ଯାଏଁ ବିକ୍ରି ହେଉଥିଲା ଗୋଧିର ଅଙ୍ଗପ୍ରତ୍ୟଙ୍ଗ। କେନ୍ଦ୍ର ସରକାରଙ୍କ ଓ୍ୱାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ପ୍ରଥମ ଏହି ଗ୍ୟାଙ୍ଗର ଚିହ୍ନଟ କରିବାପରେ ରାଜ୍ୟ କ୍ରାଇମବ୍ରାଞ୍ଚଙ୍କୁ ଜଣାଇଥିଲା। ଏହାପରେ ମିଳିତ ଚଢାଉ କରାଯାଇଥିଲା। ଏବେ ଏହି ଘଟଣାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story