ଭୁବନେଶ୍ୱରରେ ବନ୍ଧୁକ ମୁନରେ ଲୁଟ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଓଭର ବ୍ରିଜ୍‌ରେ ଆଜି ଭୋରରେ ଏକ ଦମ୍ପତିଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ଏମ୍ସ ଯାଉଥିବା ବେଳେ ଏକ ପଲସର୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ବନ୍ଧୁକ ଓ କଟୁରୀ ଦେଖାଇ ଲୁଟ୍ କରିଥିଲେ। ଏନେଇ ନୟାପଲ୍ଲୀ ଥାନାରେ ଉକ୍ତ ଦମ୍ପତି ଏତଲା ଦେଇଛନ୍ତି।

loot

Rakesh Mallick
  • Published: Thursday, 09 February 2017
  • , Updated: 09 February 2017, 11:40 AM IST

Related story