ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରର ବଡ଼ଗଡ଼ ଥାନା ଅନ୍ତର୍ଗତ ମେଘେଶ୍ୱର ମନ୍ଦିର ପଡ଼ିଆରେ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ଭିକ୍ଷାବୃତ୍ତି କରି ଚଳୁଥିଲେ। ତାଙ୍କ ନା ଭାସିଆ। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଖୋଳତାଡ଼ କରୁଛି।