ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅଙ୍କୁ ଆକ୍ରମଣ, ୫ ଅଟକ

ଭୁବନେଶ୍ୱର: ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଜୟଦେବ ବିହାର ଛକରେ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅ ସୂର୍ଯ୍ୟ ନାରାୟଣଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନୟାପଲ୍ଲୀ ଥାନା ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। ଗତକାଲି ରାତିରେ ସୂର୍ଯ୍ୟନାରାୟଣ ତାଙ୍କ ଗାଡ଼ିରେ ଯାଉଥିବା ବେଳେ ଛୋଟିଆ ଦୁର୍ଘଟଣା ଘଟିଥିଲା। ଏହା ପରେ କିଛି ଯୁବକ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌କୁ ବି ଠେଲାପେଲା କରିଥିଲେ ସେହି […]

sudarshana

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 10:57 PM IST

ଭୁବନେଶ୍ୱର: ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଜୟଦେବ ବିହାର ଛକରେ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅ ସୂର୍ଯ୍ୟ ନାରାୟଣଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନୟାପଲ୍ଲୀ ଥାନା ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି।

ଗତକାଲି ରାତିରେ ସୂର୍ଯ୍ୟନାରାୟଣ ତାଙ୍କ ଗାଡ଼ିରେ ଯାଉଥିବା ବେଳେ ଛୋଟିଆ ଦୁର୍ଘଟଣା ଘଟିଥିଲା। ଏହା ପରେ କିଛି ଯୁବକ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌କୁ ବି ଠେଲାପେଲା କରିଥିଲେ ସେହି ଯୁବକମାନେ।

Related story