ଜେଇଇ ମେନ୍‌ରେ ଜାଲ୍‌: ବନ୍ଧାହେଲେ ନକଲି ପରୀକ୍ଷାର୍ଥୀ  

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍‌ ପାଇଁ ଚାଲିଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ରେ ନକଲି ପରୀକ୍ଷାର୍ଥୀ। ଭୁବନେଶ୍ୱର ବିଜେବି ଇଂଲିସ୍‌ ମିଡ଼ିୟମ୍‌ ସ୍କୁଲରେ ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି ଏହି ନକଲି ପରୀକ୍ଷାର୍ଥୀ। ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରଙ୍ଗମାଟିଆର ସୁନ୍ଦରମୋହନ ସିଂହ। ସୁନ୍ଦର ମୋହନ ଜଣେ ପରୀକ୍ଷାର୍ଥୀ ବାବୁଲୁ ଚାପେୟରଙ୍କ ପାଇଁ ପରୀକ୍ଷା ଦେଉଥିଲେ। ବିଜେଇମ୍‌  ସ୍କୁଲ ଅଧ୍ୟକ୍ଷ ଏନେଇ ବଡଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ […]

jee main

jee main

Rakesh Mallick
  • Published: Monday, 03 April 2017
  • Updated: 03 April 2017, 12:48 PM IST

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍‌ ପାଇଁ ଚାଲିଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ରେ ନକଲି ପରୀକ୍ଷାର୍ଥୀ। ଭୁବନେଶ୍ୱର ବିଜେବି ଇଂଲିସ୍‌ ମିଡ଼ିୟମ୍‌ ସ୍କୁଲରେ ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି ଏହି ନକଲି ପରୀକ୍ଷାର୍ଥୀ। ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରଙ୍ଗମାଟିଆର ସୁନ୍ଦରମୋହନ ସିଂହ। ସୁନ୍ଦର ମୋହନ ଜଣେ ପରୀକ୍ଷାର୍ଥୀ ବାବୁଲୁ ଚାପେୟରଙ୍କ ପାଇଁ ପରୀକ୍ଷା ଦେଉଥିଲେ। ବିଜେଇମ୍‌  ସ୍କୁଲ ଅଧ୍ୟକ୍ଷ ଏନେଇ ବଡଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ୍‌ ୧୯୮୮ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story