ଭୁବନେଶ୍ୱର: ୪ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ। ଗ୍ୟାଙ୍ଗର ୪ଜଣ ଲୁଟେରା ଗିରଫ ହୋଇଥିବା ବେଳେ ୨ଜଣ ଲୁଟେରା ଫେରାର ଅଛନ୍ତି। ଗିରଫ ଲୁଟେରାଙ୍କୁ ସହିଦନଗର ଥାନାରେ ପୋଲିସ ଜେରା କରୁଛି।

giraf

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 08:08 AM IST

Related story