ବନ ବିଭାଗ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ବଲାଙ୍ଗିର ବନ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଟ୍ ଅନନ୍ତ ନାରାୟଣ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଶାନ୍ତିପଡ଼ା ସ୍ଥିତ ଘର ସମେତ ଅଫିସ୍, ସୋନପୁର ସ୍ଥିତ ପୈତୃକ ଘର ଓ ଭାଇଙ୍କ ଘରେ ଚଢଉ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ପାଖାପାଖି ୪୦ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେହିପରି ତାଙ୍କର ୨୫ ରୁ ୩୦ଲକ୍ଷ ଟଙ୍କ।ର ବୀମା […]

bolangir-vigilance

bolangir-vigilance

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 12:16 PM IST

Sports

Latest News

ବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ବଲାଙ୍ଗିର ବନ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଟ୍ ଅନନ୍ତ ନାରାୟଣ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଶାନ୍ତିପଡ଼ା ସ୍ଥିତ ଘର ସମେତ ଅଫିସ୍, ସୋନପୁର ସ୍ଥିତ ପୈତୃକ ଘର ଓ ଭାଇଙ୍କ ଘରେ ଚଢଉ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ପାଖାପାଖି ୪୦ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେହିପରି ତାଙ୍କର ୨୫ ରୁ ୩୦ଲକ୍ଷ ଟଙ୍କ।ର ବୀମା ଥିବା ଜଣାପଡ଼ିଛି। ତାଙ୍କ ମୋଟ ସଂପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି କହିଛନ୍ତି ଭିଜିଲାନସ୍ ଡିଏସପି ଅଭିରାମ କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story