ନକଲି ED ଅଧିକାରୀ ସାଜି ଲକ୍ଷାଧିକ ଟଙ୍କା ହଡପ

  • Published: Monday, 18 March 2024
  • , Updated: 18 March 2024, 06:33 PM IST

ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା । ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ଦେଖନ୍ତୁ ପୂରା ରିପୋର୍ଟ। 

Related story