ଭୁବନେଶ୍ୱର: ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଯୁନିଟ୍‌-୬ ବାଳକ ହାଇସ୍କୁଲ ପଡ଼ିଆରୁ ୧୭.୯୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ  କ୍ୟାପିଟାଲ  ଥାନା ପୋଲିସ୍‌ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତ ଜଣଙ୍କ ହେଲେ  ଜଗତସିଂହପୁର ଜିଲ୍ଲାର ପିପଲମାଧବ ଗାଁର ପ୍ରମୋଦ ପ୍ରଧାନ। ପ୍ରମୋଦ  ଦୁଇ ବର୍ଷ ହେଲା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ସ୍ୱୀକାର କରିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

brown-sugar

brown-sugar

Rakesh Mallick
  • Published: Monday, 13 March 2017
  • Updated: 13 March 2017, 12:53 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଯୁନିଟ୍‌-୬ ବାଳକ ହାଇସ୍କୁଲ ପଡ଼ିଆରୁ ୧୭.୯୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ  କ୍ୟାପିଟାଲ  ଥାନା ପୋଲିସ୍‌ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତ ଜଣଙ୍କ ହେଲେ  ଜଗତସିଂହପୁର ଜିଲ୍ଲାର ପିପଲମାଧବ ଗାଁର ପ୍ରମୋଦ ପ୍ରଧାନ।

ପ୍ରମୋଦ  ଦୁଇ ବର୍ଷ ହେଲା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ସ୍ୱୀକାର କରିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story