ବୁଗୁଡା: ବାଳକୃଷ୍ଣ ପାତ୍ର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ବ୍ରହ୍ମପୁର: ବୁଗୁଡ଼ାର ବିଜେଡ଼ି ନେତା ତଥା ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ବାଳକୃଷ୍ଣ ପାତ୍ରଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଲୁ ସାହୁ ଓ ତାର ସହଯୋଗୀ ସୁନୀଲ ସେଠୀକୁ ପୋଲିସ ଗିରଫ କରିଛି। ଏକ ସାମ୍ୱାଦିକ ସମ୍ମିଳନୀର ଗଞ୍ଜ।ମ ଏସପି ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବନ୍ଧୁକ, ମାଉଜର ଓ ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମଦ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି କହିଛନ୍ତି। ଗତ ୨୪ ତାରିଖ ପୂର୍ବାହ୍ନରେ […]

berahampur

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 01:02 PM IST

ବ୍ରହ୍ମପୁର: ବୁଗୁଡ଼ାର ବିଜେଡ଼ି ନେତା ତଥା ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ବାଳକୃଷ୍ଣ ପାତ୍ରଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଲୁ ସାହୁ ଓ ତାର ସହଯୋଗୀ ସୁନୀଲ ସେଠୀକୁ ପୋଲିସ ଗିରଫ କରିଛି। ଏକ ସାମ୍ୱାଦିକ ସମ୍ମିଳନୀର ଗଞ୍ଜ।ମ ଏସପି ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବନ୍ଧୁକ, ମାଉଜର ଓ ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମଦ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି କହିଛନ୍ତି। ଗତ ୨୪ ତାରିଖ ପୂର୍ବାହ୍ନରେ କେହି ଦୁର୍ବୃତ୍ତମାନେ ବାଳକୃଷ୍ଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରି ପୋଲିସ ତା’ର ତଦନ୍ତ ଚଳାଇଥିଲା।

Related story