ଆପୋଲୋ ବିଲ୍‌ଡର ସଂସ୍ଥାର ମୁଖ୍ୟ ଦୀପକ ମହାନ୍ତିଙ୍କୁ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଜି ଆପୋଲୋ ବିଲ୍‌ଡର ସଂସ୍ଥାର ମୁଖ୍ୟ ଦୀପକ ମହାନ୍ତିଙ୍କୁ ଗିରଫ କରିଛି। ଫ୍ଲାଟ୍ ଦେବାକୁ କହି ୩ କୋଟି ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

arrested

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 07:37 PM IST

Related story