ସମ୍ବଲପୁର: ଭୁଜାଲି ମାଡ଼ରେ ଜଣେ ମୃତ, ଜଣେ ଆହତ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଖାଲିଆପାଲ୍ଲୀରେ ଗତକାଲି ବିଳମ୍ବିତ ରାତିରେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ଆତ୍ମପ୍ରକାଶ ନାୟକ । ତାଙ୍କ  ଘର ପ୍ରଧାନପାଲ୍ଲୀ ବୋଲି ଜଣାପଡ଼ିଛି। ଜାଗର ଯାତ୍ରା ବେଳେ ବଚସାରୁ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।

knife-

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 08:37 AM IST

Related story