ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ ଚକୁଳିକୁ ଛୁରାମାଡ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ ଚକୁଳି ଓ ତାର ଜଣେ ସହଯୋଗୀକୁ ଛୁରାମାଡ଼ ହୋଇଛି। କଟକ ସବ୍-ରେଜିଷ୍ଟ୍ରି ଅଫିସ୍ ନିକଟରେ ଏହି ଛୁରାମାଡ଼ ହୋଇଛି। ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ଏମାନଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ଛୁରାମାଡ ଘଟଣାର କାରଣ ଜଣାପଡି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ଅନୁମାନ କରାଯାଉଛି ବୋଲି ପୋଲସ କହିଛି।

ctc chakuli-ku bomamada

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 01:15 PM IST

Related story