ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ୨ ଶିକରୀ ଗିରଫ

ଭୁବନେଶ୍ୱର: ଭବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ବନ ବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦେଶୀ ବନ୍ଧୁକ, ବାରୁଦ, ମାରଣାସ୍ତ୍ର ଜବତ କରାଯାଇଛି। ଅଭୟାରଣ୍ୟରେ ପାଟ୍ରୋଲିଂ ବେଳେ ଏମାନଙ୍କୁ ବନ ବିଭାଗ କର୍ମଚାରୀ ଧରିଥିଲେ। ଗିରଫ ଦୁଇ ଶିକାରୀ ସ୍ଥାନୀୟ କୁଅମଡା ଗାଁର ବୋଲି ଜଣାପଡିଛି। ପୂର୍ବରୁ ଏମାନେ ଅନେକ ପଶୁପକ୍ଷୀ ଶିକାର କରିଥିବା ସ୍ୱୀକାର କରିଛନ୍ତି।

bbsr

Rakesh Mallick
  • Published: Sunday, 26 February 2017
  • , Updated: 26 February 2017, 12:41 PM IST

ଭୁବନେଶ୍ୱର: ଭବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ବନ ବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦେଶୀ ବନ୍ଧୁକ, ବାରୁଦ, ମାରଣାସ୍ତ୍ର ଜବତ କରାଯାଇଛି।

ଅଭୟାରଣ୍ୟରେ ପାଟ୍ରୋଲିଂ ବେଳେ ଏମାନଙ୍କୁ ବନ ବିଭାଗ କର୍ମଚାରୀ ଧରିଥିଲେ। ଗିରଫ ଦୁଇ ଶିକାରୀ ସ୍ଥାନୀୟ କୁଅମଡା ଗାଁର ବୋଲି ଜଣାପଡିଛି। ପୂର୍ବରୁ ଏମାନେ ଅନେକ ପଶୁପକ୍ଷୀ ଶିକାର କରିଥିବା ସ୍ୱୀକାର କରିଛନ୍ତି।

Related story