ଓଡ଼ିଶାର ୬ଟି ସ୍ଥାନ ସମେତ ଚିଟଫଣ୍ଡ ସଂସ୍ଥା ନିର୍ମଳ ଇନଫ୍ରା ଗ୍ରୁପର ୧୯ ଜାଗାରେ ସିବିଆଇ ଚଢାଉ

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ନିର୍ମଳ ଇନଫ୍ରା ଗ୍ରୁପ ଉପରେ ଆଜି ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସଂସ୍ଥାର ୧୯ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଏଥିରେ ଓଡ଼ିଶାର ସୋର, ସାଲେପୁର ସମେତ ୬ଟି ସ୍ଥାନ ରହିଛି।

money

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 05:43 PM IST

Related story