ସାଗରିକା ମ୍ୟୁଚୁଆଲ ବେନିଫିଟ୍‌ ଫଣ୍ଡର ଦୁଇ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ସାଗରିକା ମ୍ୟୁଚୁଆଲ ବେନିଫିଟ୍‌ ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକ ଗିରଫ ହେ।ଇଛନ୍ତି। ଗିରଫ ଦୁଇ ନିର୍ଦ୍ଦେଶକ ହେଲେ ଶିବୁ ଦାସ ଓ ସତ୍ୟେନ ମାଣିକ। କୋଲକାତା ମେଦିନପୁର ଅଞ୍ଚଳରୁ ସେମାନଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା। ଏହି ସଂସ୍ଥା କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରୁ ପ୍ରାୟ ୪ ହଜାର କୋଟି ଟଙ୍କା ଠକେଇ ନେଇଥିବା ଅଭିଯେ।ଗ ହୋଇଛି।

CHITFUND

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 10:11 PM IST

ଭୁବନେଶ୍ୱର: ସାଗରିକା ମ୍ୟୁଚୁଆଲ ବେନିଫିଟ୍‌ ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକ ଗିରଫ ହେ।ଇଛନ୍ତି। ଗିରଫ ଦୁଇ ନିର୍ଦ୍ଦେଶକ ହେଲେ ଶିବୁ ଦାସ ଓ ସତ୍ୟେନ ମାଣିକ। କୋଲକାତା ମେଦିନପୁର ଅଞ୍ଚଳରୁ ସେମାନଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା।

ଏହି ସଂସ୍ଥା କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରୁ ପ୍ରାୟ ୪ ହଜାର କୋଟି ଟଙ୍କା ଠକେଇ ନେଇଥିବା ଅଭିଯେ।ଗ ହୋଇଛି।

Related story