ଚିତ୍ରକୋଣ୍ଡାରେ ମାଓବାଦୀ ସନ୍ଦେହରେ ୩୪ ଅଟକ, ପିତାକୋଣ୍ଡା ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ

ଚିତ୍ରକୋଣ୍ଡା: ମାଓବାଦୀ ସନ୍ଦେହରେ ମାଲକାନଗିରିର ଚିତ୍ରକୋଣ୍ଡା ଥାନାରେ ୩୪ ଜଣଙ୍କୁ ଅଟକ ରଖାଯାଇଛି। ଚିତ୍ରକୋଣ୍ଡା ପୋଲିସ୍ ସେମାନଙ୍କୁ ପଚରାଉଚରା କରୁଛି। ଅଟକ ସମସ୍ତ ଲୋକ ବିଚ୍ଛିନ୍ନାଞ୍ଚଳସ୍ଥିତ ରାଲେଗାଡ଼ା ପଞ୍ଚାୟତର। ମାଲକାନଗିରି ଜିଲ୍ଲା କାଲିମେଳା ନିକଟସ୍ଥ ପିତାକୋଣ୍ଡା ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ୍। ପିତାକୋଣ୍ଡା ଜଙ୍ଗଲରେ ବିଏସଏଫ୍ ପକ୍ଷରୁ କମ୍ୱିଂ ବେଳେ ଏହି କ୍ୟାମ୍ପ୍ ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ମାଓ ସାମଗ୍ରୀ ଜବତ ହୋଇଛି।

maoist

maoist

Rakesh Mallick
  • Published: Sunday, 11 October 2015
  • Updated: 12 October 2015, 02:10 AM IST

Sports

Latest News

ଚିତ୍ରକୋଣ୍ଡା: ମାଓବାଦୀ ସନ୍ଦେହରେ ମାଲକାନଗିରିର ଚିତ୍ରକୋଣ୍ଡା ଥାନାରେ ୩୪ ଜଣଙ୍କୁ ଅଟକ ରଖାଯାଇଛି। ଚିତ୍ରକୋଣ୍ଡା ପୋଲିସ୍ ସେମାନଙ୍କୁ ପଚରାଉଚରା କରୁଛି। ଅଟକ ସମସ୍ତ ଲୋକ ବିଚ୍ଛିନ୍ନାଞ୍ଚଳସ୍ଥିତ ରାଲେଗାଡ଼ା ପଞ୍ଚାୟତର।

ମାଲକାନଗିରି ଜିଲ୍ଲା କାଲିମେଳା ନିକଟସ୍ଥ ପିତାକୋଣ୍ଡା ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ୍। ପିତାକୋଣ୍ଡା ଜଙ୍ଗଲରେ ବିଏସଏଫ୍ ପକ୍ଷରୁ କମ୍ୱିଂ ବେଳେ ଏହି କ୍ୟାମ୍ପ୍ ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ମାଓ ସାମଗ୍ରୀ ଜବତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story