ମୋତିଲାଲ ଗୌଡ଼ଙ୍କ ସହ ସମ୍ପର୍କ ନେଇ ହାପିଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

କଟକ: ଜାଲ୍ ବିଜ୍ଞପ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ମୋତିଲାଲ ଗୌଡ଼ ଓ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥି ସାଜି ଥିବା ସରକାରୀ କର୍ମଚାରୀ ହିମାଂଶୁ କର ଓରଫ ହାପିଙ୍କୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଣି ଥରେ ଜେରା କରାଯାଇଛି। ଆଜି ହାପିଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଥିଲା। ସକାଳ ପ୍ରାୟ ୧୧ଟା ବେଳେ ସେ ହାତରେ ଅନେକ ଫାଇଲ ଧରି କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ଓ […]

happy-kar

happy-kar

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 08:36 PM IST

Sports

Latest News

happy-karକଟକ: ଜାଲ୍ ବିଜ୍ଞପ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ମୋତିଲାଲ ଗୌଡ଼ ଓ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥି ସାଜି ଥିବା ସରକାରୀ କର୍ମଚାରୀ ହିମାଂଶୁ କର ଓରଫ ହାପିଙ୍କୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଣି ଥରେ ଜେରା କରାଯାଇଛି। ଆଜି ହାପିଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଥିଲା। ସକାଳ ପ୍ରାୟ ୧୧ଟା ବେଳେ ସେ ହାତରେ ଅନେକ ଫାଇଲ ଧରି କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ଓ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ସେ ବାହାରି ଥିଲେ।

ମୋତିଲାଲଙ୍କ ସହ ତାଙ୍କର ସଂପର୍କକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି। ହାପି ଅମାପ ସଂପତ୍ତିର ମାଲିକ ହେଲେ କେମିତି? ମୋତିଲାଲଙ୍କ ସହ ତାଙ୍କର ଟଙ୍କା ନେଣଦେଣ ଥିଲା କି? ମୋତିଲାଲ କରିଥିବା ଅର୍ଥ ହେରଫେରରେ ସେ ସଂପୃକ୍ତ କି? ଏ ସବୁ ନେଇ ଆଜି ତାଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି।

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାପିଙ୍କର ଅଢ଼େଇ କୋଟିରୁ ଅଧିକ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି। ତା’ଛଡ଼ା ସେ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ଜରିଆରେ ନିଜ ସ୍ତ୍ରୀ ଓ ଭାଇଙ୍କ ନାଁରେ ‘ସି’ ଶ୍ରେଣୀର ଠିକାଦାରୀ ଲାଇସେନ୍ସ ହାସଲ କରିଛନ୍ତି। ୨୦୦୮ ମସିହାରୁ ଏହି ଲାଇସେନ୍ସ ଥିବାରୁ ଏହା ମାଧ୍ୟମରେ ଏଯାଏଁ କେତେ ଟଙ୍କାର କାରବାର କରିଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ହାପିଙ୍କୁ ଚିହ୍ନି ଥିବା ମୋତିଲାଲ ଗୌଡ଼ ସ୍ୱୀକାର କରିଛନ୍ତି। ଉଭୟଙ୍କ ମଧ୍ୟରେ ଟେଲିଫୋନ୍‌ରେ ବାର୍ତ୍ତାଳପ, ମେସେଜ୍ ଦିଆନିଆ ଓ ଇ-ମେଲ୍‌ ଲିଙ୍କର ପ୍ରମାଣ ମିଳିଛି।

୨୦୧୫ ଜାନୁଆରୀ ୨୦ ତାରିଖରେ ବିଜେଡି ସମାବେଶରେ ଦେଖିବାକୁ ମିଳିଥିଲେ ହାପି କର। ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ବସି ଥିଲେ ସେ। ତାଙ୍କ ପାଖରେ ଯୁବ ମନ୍ତ୍ରୀ ଅରୁଣ ସାହୁ ବସିଥିଲେ। ସରକାରୀ ଚାକିରି ଓ ଠିକାଦାରୀ ସହ ସାମ୍ବାଦିକର ପରିଚୟ ବି ଦେଉଥିଲେ ସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story