ଚାକିରିରୁ ଅବସର ନେବା ଦିନ ଲାଞ୍ଚ ନେଇ ଧରାପଡ଼ିଲେ କଟକ ସଦର ବ୍ଲକ୍‌ ଶିକ୍ଷାଧିକାରୀ

କଟକ: କଟକ ସଦର ବ୍ଲକ ଶିକ୍ଷାଧିକାରୀ ପରମାନନ୍ଦ ମିଶ୍ରଙ୍କ ଚାକିରିର ଆଜି ଶେଷ ଦିନ। ଆଉ ଅବସର ଦିବସରେ ସେ  ୫୦୦୦ ଟଙ୍କା ଲାଞ୍ଚ  ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ଜଣେ ଶିକ୍ଷକଙ୍କ ସର୍ଭିସ ବୁକ୍ ଅପ୍‌ଡେଟ୍‌ କରିବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ଅଧିକାରକାରୀମାନେ ତାଙ୍କର  ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ସଂପୃକ୍ତ ବିଇଓଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା […]

house

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 01:34 PM IST

କଟକ: କଟକ ସଦର ବ୍ଲକ ଶିକ୍ଷାଧିକାରୀ ପରମାନନ୍ଦ ମିଶ୍ରଙ୍କ ଚାକିରିର ଆଜି ଶେଷ ଦିନ। ଆଉ ଅବସର ଦିବସରେ ସେ  ୫୦୦୦ ଟଙ୍କା ଲାଞ୍ଚ  ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ଜଣେ ଶିକ୍ଷକଙ୍କ ସର୍ଭିସ ବୁକ୍ ଅପ୍‌ଡେଟ୍‌ କରିବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ଅଧିକାରକାରୀମାନେ ତାଙ୍କର  ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ସଂପୃକ୍ତ ବିଇଓଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା କରାଯାଉଛି।

Related story