ଡି ବ୍ରଦର୍ସଙ୍କ ଘର ଓ ଅଫିସରେ ଇଡିର ଚଢ଼ାଉ

କଟକ: ଧଳସାମନ୍ତ ଭ୍ରାତାଙ୍କ କଟକସ୍ଥିତ ପୈତୃକ ଘର ଓ ଅଫିସରେ ଆଜି ଇଡି ଚଢ଼ାଉ କରିଛି। ଏହାଛଡ଼ା କଟକ କୋଲକାତା ଅଫିସରେ ମଧ୍ୟ ଇଡି ଚଢ଼ାଉ ହୋଇଛି। ସେହିପରି କଟକରେ ଜାଇକା ପ୍ରକଳ୍ପ କାମ କରୁଥିବା ତାନ୍ତିଆ କନ୍‌ଷ୍ଟ୍ରକସନ୍ସର ଦୁଇଟି ଜାଗାରେ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ଇଡିର ୩ଟି ଟିମ୍‌ ଏକକାଳୀନ ଏହି ରେଡ୍‌ କରୁଛି।

d-brothers2

d-brothers2

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 04:14 PM IST

Sports

Latest News

କଟକ: ଧଳସାମନ୍ତ ଭ୍ରାତାଙ୍କ କଟକସ୍ଥିତ ପୈତୃକ ଘର ଓ ଅଫିସରେ ଆଜି ଇଡି ଚଢ଼ାଉ କରିଛି। ଏହାଛଡ଼ା କଟକ କୋଲକାତା ଅଫିସରେ ମଧ୍ୟ ଇଡି ଚଢ଼ାଉ ହୋଇଛି। ସେହିପରି କଟକରେ ଜାଇକା ପ୍ରକଳ୍ପ କାମ କରୁଥିବା ତାନ୍ତିଆ କନ୍‌ଷ୍ଟ୍ରକସନ୍ସର ଦୁଇଟି ଜାଗାରେ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ଇଡିର ୩ଟି ଟିମ୍‌ ଏକକାଳୀନ ଏହି ରେଡ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos