କଟକ: ମୋବାଇଲ ଲୁଟେରା ଗିରଫ

କଟକ: ବାଦାମବାଡି ପୋଲିସ ଆଜି ଜଣେ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଚୌଧୁରୀବଜାର ଅଞ୍ଚଳର ଅମର ସିଂ। ପୋଲିସ ତାଙ୍କ ନିକଟରୁ ୧୩ଟି ମୋବାଇଲ ସହ ବିଭିନ୍ନ ଇଲେକ୍ଟ୍ରୋନିକ ସାମଗ୍ରୀ ମଧ୍ୟ ଜବତ କରିଛି। ଅମର ଦୀର୍ଘଦିନ ହେବ ବାଦାମବାଡି ବସ୍‌ଷ୍ଟାଣ୍ଡ ଓ ଆଖପାଖ ଅଞ୍ଚଳରେ ମୋବାଇଲ ଲୁଟ କରୁଥିଲା। ଗିରଫ ପରେ ଅମରଙ୍କୁ କୋର୍ଟ ଚାଲାଣ କରାଯାଇଛି।

loot

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 03:58 PM IST

Related story