ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ମହିମାଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ମହିମାଙ୍କ ସହଯୋଗୀ ଗଣେଶ ସାହୁ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ମହିମାଙ୍କ ନାଁରେ ବୋମାମାଡ଼ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଚାର୍ଜସିଟ୍ ଦାଖଲ ହୋଇଛି। ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଛି। […]

mahima mishra

mahima mishra

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 04:58 PM IST

Sports

Latest News

ଭୁବନେଶ୍ୱର: ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ମହିମାଙ୍କ ସହଯୋଗୀ ଗଣେଶ ସାହୁ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ମହିମାଙ୍କ ନାଁରେ ବୋମାମାଡ଼ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଚାର୍ଜସିଟ୍ ଦାଖଲ ହୋଇଛି।

ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଛି। ପରେ ଓଡ଼ିଶା ପୋଲିସ୍‌ ସେମାନଙ୍କୁ ଭୁବନେଶ୍ୱର ଆଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos