ଲିଫ୍ଟରେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଇନି: କମିଶନରେଟ୍‌ ପୋଲିସ

କଟକ: କଟକରେ ଲିଫ୍ଟରେ ମହିଳା କ୍ରାଇମବ୍ରାଞ୍ଚ ଅଫିସରଙ୍କୁ ଦୁଇ ଜଣ ସରକାରୀ ଓକିଲଙ୍କ ଦୁର୍ବ୍ୟବହାର କରିଥିବା ମାମଲାର ପ୍ରାଥମିକ ତଦନ୍ତ ଶେଷ ହୋଇଛି। ସିସିଟିଭି ଫୁଟେଜ ଯାଞ୍ଚ ପରେ ମହିଳା ଅଧିକାରୀଙ୍କୁ ଲିଫ୍ଟରେ ଦୁର୍ବ୍ୟବହାର କରାଯାଇ ନ ଥିବା କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୭ ତାରିଖରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ଜଣକ ଲିଫ୍ଟରେ ଯାଉଥିବା ବେଳେ ସରକାରୀ ଓକିଲ ଦୁଇ ଜଣ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳା ଅଧିକାରୀ […]

ctc1

ctc1

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 10:39 PM IST

Sports

Latest News

କଟକ: କଟକରେ ଲିଫ୍ଟରେ ମହିଳା କ୍ରାଇମବ୍ରାଞ୍ଚ ଅଫିସରଙ୍କୁ ଦୁଇ ଜଣ ସରକାରୀ ଓକିଲଙ୍କ ଦୁର୍ବ୍ୟବହାର କରିଥିବା ମାମଲାର ପ୍ରାଥମିକ ତଦନ୍ତ ଶେଷ ହୋଇଛି। ସିସିଟିଭି ଫୁଟେଜ ଯାଞ୍ଚ ପରେ ମହିଳା ଅଧିକାରୀଙ୍କୁ ଲିଫ୍ଟରେ ଦୁର୍ବ୍ୟବହାର କରାଯାଇ ନ ଥିବା କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୭ ତାରିଖରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ଜଣକ ଲିଫ୍ଟରେ ଯାଉଥିବା ବେଳେ ସରକାରୀ ଓକିଲ ଦୁଇ ଜଣ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳା ଅଧିକାରୀ ଜଣକ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ପରେ ମହିଳା ଅଧିକାରୀ ଜଣକ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ପୀଡିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story