କଟକ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀ ରବି ନାରାୟଣ ଭୂୟାଁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ରବିଙ୍କ କଟକ ଅଫିସ୍‌ ସମେତ ମହାନଦୀ ବିହାର ଏବଂ ପଟାପୋଲ ନିକଟରେ ଥିବା ୨ଟି ଘରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଥିବା ନିଜ ଘର ଓ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  

cuttack

cuttack

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 08:14 AM IST

Sports

Latest News

କଟକ:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀ ରବି ନାରାୟଣ ଭୂୟାଁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ରବିଙ୍କ କଟକ ଅଫିସ୍‌ ସମେତ ମହାନଦୀ ବିହାର ଏବଂ ପଟାପୋଲ ନିକଟରେ ଥିବା ୨ଟି ଘରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଥିବା ନିଜ ଘର ଓ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos